ନିଦ ହଜାଇଲାଣି ବସ୍ତି: ଗୋଷ୍ଠୀ ସଂକ୍ରମଣ ଭୟ

ବାହାରିଲେଣି ୨୪ ପଜିଟିଭ୍‌, ୨୪ ନିର୍ମାଣ ଶ୍ରମିକ ବି ଆକ୍ରାନ୍ତ ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ଜୁନ୍‌ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ଏଥିରେ ବସ୍ତିରୁ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ … Continue reading ନିଦ ହଜାଇଲାଣି ବସ୍ତି: ଗୋଷ୍ଠୀ ସଂକ୍ରମଣ ଭୟ